24 thoughts on “Prangya Comedy / Hari Comedy // Odia new Comedy 2021 || Odia Comedy download”

  1. ହେ ପ୍ରଭୁ ମୋ ପ୍ରଭୁ
    ଦିଅ ଦର୍ଶନ ……
    ହେ ଚକା ଆଖି ମୋର ବାପା ତୁମେ
    ହେ ନୀଳ ଗିରି ମୋର ବାପ ତୁମେ
    ପିଲାଟି ଦିନରୁ
    କରିଛି ଭରସା
    ପିଲାଟି ଦିନରୁ
    କରିଛି ଭରସା
    ତୁମେ ମୋର ବାପା ନୁହଁ କି
    ହେ ମହା ପ୍ରଭୁ ତୁମେ ମୋର
    କଣ ହେବକି
    ହେ ମହା ପ୍ରଭୁ ତୁମେ ମୋର
    କଣ ହେବକି
    🙏🙏🙏🙏🙏🙏
    ତୁମ ବଡ଼ ଦାଣ୍ଡେ ଟିକେ
    ଦେବକୀ ଜାଗା
    ତୁମ ଢ଼ଙ୍କ ତୋରାଣି ରେ
    ମୋ ପେଟ ପରିବା
    ତୁମ ପାଦ ତଳେ ଟିକେ
    ଦେବକୀ ଜାଗା
    ସବୁ ଦିନ ପାଇଁ ମୁଁ
    ରୁହନ୍ତି ଜାଗା
    ଆହେ ଇଚ୍ଛା ମୟ
    ମୁଁ ପରା ତୁମର
    ଗେଲ୍ହିହା ପୁଅ …ତୁମେ ମୋ ରଙ୍କ ରତନ
    ହେ ପ୍ରଭୁ ମୋ ପ୍ରଭୁ ଦିଅ ଦର୍ଶନ ..
    🙏🙏🙏🙏🙏
    ପୁଅ ବୋଲି ଥରେ ପ୍ରଭୁ
    ଡାକିବ ମତେ
    ଭୁଲି ମୁ ଯାଆନ୍ତି
    Janjal ସତେ
    ପୁଅ ବୋଲି ମତେ କୋଳକୁ ନେବ
    ଏମିତି ଭାଗ୍ୟ ମୋ କେବେ ଯେ ହେବ
    ତୁମ ପାଦ ସେବା କରନ୍ତି ମୁ ବସି
    ଚକା ନୟନ କୁ ଦେଖନ୍ତି ମୁ ଆସି
    ଏତିକି କରୁଛି ପ୍ରଭୁ ମୁ ପ୍ରଥନ।
    ହେ ପ୍ରଭୁ ମୋ ପ୍ରଭୁ ଦିଅ ଦର୍ଶନ
    ହେ ପ୍ରଭୁ ମୋ ପ୍ରଭୁ ଦିଅ ଦର୍ଶନ..

    Reply

Leave a Comment